Pratidin TV

Odisha's Digital News Platform

ଅକ୍ଟୋବର ମାସରେ ହେବ ବଡ ପରିବର୍ତ୍ତନ ; ଏହି ୬ ରାଶି ଉପରେ ରହିବ ଶନିଙ୍କ ଆର୍ଶିବାଦ୍‌….

1 min read

ଭୁବନେଶ୍ୱର ; ମଣିଷର କର୍ମ ସହ ତାର ଭାଗ୍ୟ ଜଡିତ । ହିନ୍ଦୁ ଶାସ୍ତ୍ର ଅନୁସାରେ ମଣିଷର କୁକର୍ମର ଦଣ୍ଡ ନ୍ୟାୟ ଦେବତା ଶନି ଦେଇଥାନ୍ତି । କୁହନ୍ତି ଶନିଙ୍କ କୁ ଦୃଷ୍ଟି ପଡିଲ ମଣିଷର ସୁଖର ସଂସାର ଛାରଖାର ହୋଇଯାଏ । ଆଉ ଠିକ୍ ସେହିଭଳି ତାଙ୍କ ଆର୍ଶିବାଦ ରହିଲେ ସବୁ ଅସଜଡା କାମ ସଜାଡି ହୋଇଯାଏ । ତେବେ ଯଦି ଶନିଦେବଙ୍କ କୃପାଦୃଷ୍ଟି ପଡ଼ିଯାଏ ତେବେ ସେହି ମଣିଷ ବହୁତ କମ ପରିଶ୍ରମରେ ନିଜର ଜୀବନରେ ସବୁ ପ୍ରକାରର ସୁଖର ପ୍ରାପ୍ତି କରିଥାଏ । ଧନର ଦେବୀ ମାତା ଲକ୍ଷ୍ମୀ ଓ ଶନି ଦେବଙ୍କ ଦୃଷ୍ଟି ଚଳିତ ମାସ ଏହି ୬ଟି ରାଶି ଉପରେ ପଡୁଛି । ଯାହା ଫଳରେ ଏହି ରାଶିର ବ୍ୟାଙ୍କିଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିବ ।

ମେଷ ରାଶି – ଏହି ରାଶିର ବ୍ୟକ୍ତିମାନଙ୍କ ବହୁତ ଭଲ ସମୟ ଆରମ୍ଭ ହେବାକୁ ଯାଉଛି କୌଣସି ନୂତନ କାର୍ଯ୍ୟ କିମ୍ବା ବ୍ୟବସାୟ ଆରମ୍ଭ କରିବା ପାଇଁ ଏହି ସମୟ ଏମାନଙ୍କ ପାଇଁ ଅନୁକୂଳ ହେବ ଯେଉଁ ମାନେ ବ୍ୟବସାୟ କିମ୍ବା ଚାକିରି କ୍ଷେତ୍ର ସହିତ ଜଡ଼ିତ ଅଛନ୍ତି ସେମାନେ ଆର୍ଥିକ ସୁବିଧା ପାଇବେ ଶନିଙ୍କ ପ୍ରଭାବ ହେତୁ ଏହି ରାଶିର ଲୋକମାନେ ଧନ ପାଇବେ ଏବଂ ଏମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ ।
ମିଥୁନ ରାଶି – ଏହି ରାଶିର ଜାତକରେ ଚାକିରି କିମ୍ବା ଅଧ୍ୟୟନ ପାଇଁ ବିଦେଶ ଯିବାକୁ ଯୋଜନା ବନୁଛି ଏହି ୭ ମାସ ମଧ୍ୟରେ କିଛି ଭଲ ଖବର ପାଇପାରିବେ ଏହି ସମୟ କ୍ୟାରିୟର ପାଇଁ ମଧ୍ୟ ବୋହୁତ ଶୁଭ ହେବ ଶନିଙ୍କୁ କର୍ମ ପ୍ରଦାନକାରୀ ଭାବରେ ବିବେଚନା କରାଯାଏ ଏବଂ ଏହି ଅବଧିରେ ଏମାନେ ନିଜର କାର୍ଯ୍ୟ ଅନୁଯାଇ ଫଳ ପାଇବ ।
ସିଂହ ରାଶି – ଏହି ରାଶିର ବ୍ୟକ୍ତିମାନେ କ୍ୟାରିୟରରେ ସଫଳତା ପାଇବେ ଏବଂ ଏହି ରାଶିର ଲୋକମାନଙ୍କୁ ବ୍ୟବସାୟରେ ଅଗ୍ରଗତି ଦେବ ଯେଉଁ ମାନେ ଏକ ନୂତନ ଚାକିରି ଖୋଜୁଛନ୍ତି ସେମାନେ ଶୀଘ୍ର ଏକ ଭଲ ଚାକିରି ପାଇ ପାରିବେ ଏହା ବ୍ୟତୀତ ବ୍ୟବସାୟୀ ମାନେ ମଧ୍ୟ ଏହି ସମୟରେ ଭଲ ଫଳାଫଳ ପାଇବେ ।
ତୁଳା ରାଶି – ଏହି ରାଶିର ଲୋକମାନେ ବୋହୁତ ଶୁଭ ଫଳା ଫଳ ପାଇବେ ଏହି ରାଶିର ଲୋକ ଯେଉଁ ମାନେ କାମ କରୁଛନ୍ତି ସେମାନେ ପ୍ରଗତିର ସମ୍ଭାବନା ପାଇବେ ବ୍ୟବସାୟୀ ମାନେ ବଡ ଧନ ଲାଭ ପାଇବେ ଏମାନେ ଆୟର ଉର୍ଚ୍ଛ ମଧ୍ୟ ବୃଦ୍ଧି ପାଇବ ତଥାପି ଏହି ସମୟରେ ଏମାନଙ୍କୁ ସଚ୍ଚୋଟ ଭାବରେ କାମ କରିବା ପାଇଁ ପଡ଼ିବ ।
ଧନୁ ରାଶି – ଏହି ରାଶିର ଲୋକମାନେ ଯାହାବି କରନ୍ତି ସେଥିରେ ନିଶ୍ଚିତ ସଫଳତା ପାଇବେ ନିଯୁକ୍ତ ବ୍ୟକ୍ତି ପଦ ଉନ୍ନତି ପାଇ ପାରିବେ ଯେଉଁ ମାନେ ଚାକିରି ଖୋଜୁଛନ୍ତି ସେମାନେ ଶୀଘ୍ର ସେମାନଙ୍କର ଇଚ୍ଛତ ଚାକିରି ପାଇବେ ଏହି ଅବଧି ମଧ୍ୟରେ ବ୍ୟବସାୟୀଙ୍କ ପାଇଁ ଟଙ୍କା ହାସଲ କରିବା ର ଦୃଢ଼ ସମ୍ଭାବନା ଅଛି ।
ମକର ରାଶି – ଶନି ମକର ରାଶିର ପ୍ରଭୁ ଅଟନ୍ତି ଏଭଳି ପରିସ୍ଥିତିରେ ସଦାଭିକ୍ଷା ନକ୍ଷେତ୍ରର ଶନିଙ୍କ ଏହି ଗୋଚର ବ୍ୟବସାୟୀଙ୍କ ପାଇ ଅତ୍ୟନ୍ତ ଶୁଭ ହେବ ଏମାନେ କାର୍ଯ୍ୟ ଓ ବ୍ୟବସାୟରେ ସଫଳତା ପାଇବେ ଆର୍ଥିକ ଲାଭର ସମ୍ଭାବନା ରହିବ ଏହି ସମୟ ମଧ୍ୟରେ ଯଦି ଏମାନେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତି ତେବେ ଏମାନେ ଏଥିରେ ସଫଳତା ପାଇବେ ।

Advertisement

Leave a Reply

Your email address will not be published. Required fields are marked *