Pratidin TV

Odisha's Digital News Platform

(video)ଇଷ୍ଟା ସୁନ୍ଦରୀଙ୍କୁ ସାବଧାନ ! କମ୍ ସମୟରେ ଅଧିକ ରୋଜଗାର କହି ଲୁଟିନେଉଛନ୍ତି ଟଙ୍କା …

1 min read

ଭୁବନେଶ୍ୱର ; ସୋସିଆଲ ମିଡିଆରେ ଲୋକଙ୍କୁ ଫସାଇ ଟଙ୍କା ହଡପ୍ କରୁଛନ୍ତି ଇଷ୍ଟା କୁଇନ୍ ବର୍ଷା ସାହୁ । ସୋସିଆଲ ମିଡିଆରେ ଲୋକଙ୍କୁ ଟଙ୍କାର ପ୍ରଲୋଭନ ଦେଖା ବ୍ୟାଙ୍କ୍ ଖାଲି କରିଦେଇଛନ୍ତି ମାୟାବିନୀ ବର୍ଷା । ଯୁବକ ଯୁବତୀ ମାନଙ୍କୁ କମ୍ ପରିଶ୍ରମରେ ବା ଘରେ ବସି କାମ କିମ୍ବା ଅଳ୍ପ ନିବେଶ ରେ ଅଧିକ ଫାଇଦା ଦର୍ଶାଇ ହଜାର ହଜାର ଲୁଟିନେଉଛନ୍ତି ଏହି ଇଷ୍ଟା ସୁନ୍ଦରୀମାନେ ।

Advertisement

Leave a Reply

Your email address will not be published. Required fields are marked *