Pratidin TV

Odisha's Digital News Platform

ବଂସଲ୍ ଟ୍ରେଡର୍ସରେ GST ବିଭାଗର ଚଢ଼ାଉ….

1 min read

ସମ୍ବଲପୁର : ବୌଦ୍ଧ ସହର ସ୍ଥିତ ବଂଶଲ୍ ଟ୍ରେଡସରେ ଜି,ଏସ,ଟି ଚଢ଼ାଉ କରିଛି । ସମ୍ବଲପୁର ସିଟି ଜି,ଏସ,ଟି ବିଭାଗର ୨୦ ଜଣିଆ ଟିମ ପକ୍ଷରୁ ଚଢାଉ ଚାଲିଛି । ସହରର ବ୍ୟବସାୟୀ ସମ୍ଭୁ ପ୍ରସାଦ ଅଗ୍ରୱାଲଙ୍କ ଦୋକାନ ସମେତ ଗୋଦାମ ଗୃହ ଏବଂ ବାସଭବନ ରେ ଚଢ଼ାଉ । ଏକ କାଳୀନ ତିନୋଟି ସ୍ଥାନରେ ଚଢାଉ ଜାରିରହିଛି ।

ବ୍ୟାପକ ଜି ଏସ ଟି ଫାଙ୍କି ଥିବା ଅଭିଯୋଗରେ ଆଜି ସମ୍ବଲପୁର ଜିଏସ୍ଟି ଏନ୍ଫୋର୍ସମେଣ୍ଟ ୟୁନିଟର ଡେପୁଟି କମିଶନର ପ୍ରେମଚାନ୍ଦ ମେହେରଙ୍କ ନେତୃତ୍ୱରେ ୨୦ ଜଣିଆ ଟିମ ଗଠନ କରି ବ୍ୟାପକ ଜିଏସଟି ଫାଙ୍କିଥିବା ଅଭିଯୋଗରେ ଚଢ଼ାଉ ଚାଲିଛି ବୋଲି ଡେପୁଟି କମିଶନର ପ୍ରେମଚାନ୍ଦ ମେହେର ସୂଚନା ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *