Pratidin TV

Odisha's Digital News Platform

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ , ଏହି ସେଲିବ୍ରେଟିମାନଙ୍କୁ ମିଳିଲାନି ନିମନ୍ତ୍ରଣ …

1 min read

ନୂଆଦିଲ୍ଲୀ ; ୫୦୦ ବର୍ଷର ଅପେକ୍ଷାରେ ବିରାମ ଚିହ୍ନ ପଡିଛି । ଶେଷରେ ଭକ୍ତମାନଙ୍କ ଡାକ ଶୁଣି ଅଯୋଧ୍ୟାରେ ବିରାଜିଛନ୍ତି ରାମଲାଲା । ଆଜି ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପାଇଛନ୍ତି ରାମଲାଲା । ତେବେ ଏହି ଐତିହ୍ୟା ମୂହୁର୍ତ୍ତରେ ଭାରତର କୋଣ ଅନୁକୋଣରୁ ଲୋକମାନଙ୍କୁ ନିମନ୍ତ୍ରିତ କରାଯାଇଥିବା ବେଳେ ସେହି ତାଲିକାରୁ କାହିଁକି ବାଦ୍ ପଡିଛନ୍ତି ବଲିଉଡ୍‌ର ଏଭଳି କିଛି କଳାକାର ।

ସରକାରଙ୍କ ତରଫରୁ ବଲିଉଡ୍‌ର ଅନେକ ତାରକାଙ୍କ ଘରେ ନିମନ୍ତ୍ରଣ ପତ୍ର ପହଞ୍ଚିଥିଲା କିନ୍ତୁ କାହିଁକି ଏହି ତାରାକା ମାନେ ସେଠାରେ ଦେଖାଯାଇନଥିଲେ ।

Advertisement

ପ୍ରଥମ ବା ବେଶ୍ ଚର୍ଚ୍ଚିତ ନା ଶାହରୁଖ ଖାନ । କିଙ୍ଗ୍ ଖାନଙ୍କୁ ନିମନ୍ତ୍ରଣ ପତ୍ର ନପଠାଯିବା ପାଇଁ ସେମିତି କିଛି କାରଣ ଦର୍ଶାନଯିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।

୨ୟ ରେ ସଲମାନ ଖାନଙ୍କୁ ମଧ୍ୟ ଏଠାରେ ଦେଖିବାକୁ ମିଳିନାହିଁ ।

ସେହିଭଳି ବଲିଉଡ୍ ହିଟ୍ ରୋମାଣ୍ଟିକ୍ କପୁଲ ରଣବୀର ସିଂ ଆଉ ଦୀପିକା ପାଦୁକୋନ ମଧ୍ୟ ନିମନ୍ତ୍ରିତ ହୋଇନାହାନ୍ତି । କାରଣ ଅଯୋଧ୍ୟାରେ ଲାଗିଥିବା ବଲିଉଡ୍ ତାରକାଙ୍କ ଖଟିରେ ସେ ନଜର ଆସିନଥିଲେ ।

ଚକଲେଟ୍ ବୟ ଆମୀର-ବଲିଉଡ୍ ତାଙ୍କୁ ଚକଲେଟ୍ ବୟର ଆଖ୍ୟା ଦେଇଥିଲା । ଆଉ ଅମୀର ନିଜ ଶୋ ସତ୍ୟମେବଜୟତେ ପାଇଂ ବେଶ ଚର୍ଚ୍ଚିତ କିନ୍ତୁ ତାଙ୍କୁ ମଧ୍ୟ ନିମନ୍ତ୍ରିତ କରାଯାଇନାହିଁ ।

ସେହିଭଳି ବଲିଉଡ୍ ର ସ୍ଲିମ୍ ଫିଟ୍ ହିରୋଇନ୍ ଶିଳ୍ପା ସେଟ୍ଟି ମଧ୍ୟ ନିମନ୍ତ୍ରଣ ପତ୍ର ପାଇନାହନ୍ତି । ଅନ୍ୟପଟେ ସେଫ୍ ଅଲି ଖାନ , କରିନା ଏବଂ ଅକ୍ଷୟ କୁମାରଙ୍କୁ ମଧ୍ୟ ଅଯୋଧ୍ୟରେ ଦେଖିବାକୁ ମିଳିନାହିଁ ।

Leave a Reply

Your email address will not be published. Required fields are marked *