Pratidin TV

Odisha's Digital News Platform

ପୋଲିସକୁ ଡରିଲେନି ଲୁଟେରା ; ଫାଣ୍ଡି ପାଖ ATM ଭାଙ୍ଗି ଲୁଟିନେଲେ …..

1 min read

ବାଲେଶ୍ୱର ; ପୋଲିସକୁ ଡରିଲେନି ଲୁଟେରା । ପାଣ୍ଡି ପାଖ ଏଟିଏମ୍ ଭାଙ୍ଗି ଲୁଟିନେଲେ । ବାଲେଶ୍ୱରର ରେମୁଣା ଅଞ୍ଚଳ ରେ କ୍ଷୀରଚୋରା ଗୋପୀନାଥ ମନ୍ଦିର ନିକଟରେ ଏବଂ ଫାଣ୍ଡି ରୁ ୩୦ ମିଟର ଦୂରରେ ଥିବା SBI ATM ତାଡି ଲୁଟିନେଲେ ଲୁଟେରା।

ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଅବାବନୀୟ ଘଟଣା, ATM କୁ ସମ୍ପୂର୍ଣ କାଟିଦେଇଛନ୍ତି ଦୃବୃତ୍ତ କିନ୍ତୁ ପାଖରେ ଥିବା ପୋଲିସ ଫାଣ୍ଡିକୁ ମିଳିପାଲାନି ସୁରାଗ୍ । ସକାଳୁ ସକାଳୁ ସମୃକ୍ତ ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି କରିଛି । ହେଲେ ଖବର ଲେଖାଯିବା ସୁଦ୍ଧା ବ୍ୟାଙ୍କର କୌଣସି ଅଧିକାରୀ ଆସିନଥିବାରୁ ଆଗକୁ ବଢ଼ି ପାରିନି ପୁଲିସ୍‌ର ତଦନ୍ତ।

Advertisement

ଏଟିଏମ୍‌ରେ କେତେ ଟଙ୍କା ଥିଲା ତାହା ଜଣାପଡ଼ିନି। କେବଳ ଲୋକଙ୍କ କହିବା କଥା କାଲି ଏହି ଏଟିଏମ୍‌ରେ ଟଙ୍କା ଭର୍ତି କରାଯାଇଥିଲା।

Leave a Reply

Your email address will not be published. Required fields are marked *