Pratidin TV

Odisha's Digital News Platform

୨୭ ଅକ୍ଟୋବର ୨୦୨୩ (ଶୁକ୍ରବାର), ଜାଣନ୍ତୁ କିପରି ରହିବ ଆଜିର ଦିନ?

1 min read

ମେଷ: ରାଶିଫଳ: ଆଜି ମେଷରାଶି ଲୋକଙ୍କ ପାଇଁ ଏକ ସୁନ୍ଦର ଦିନ ହେବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ । ଆଜି ତ୍କାଣସି ଏକ ବଡ ନିଷ୍ପତ୍ତି ନେଇ ପାରନ୍ତି । ବିରୋଧୀମାନେ ତୁମକୁ ବହୁତ ଇର୍ଷା କରିବେ । ବ୍ୟବସାୟରେ ସ୍ଥିର ରହିବ । ତୁମର ଖର୍ଚ୍ଚ ବୃଦ୍ଧି ପାଇବ ।
ବୃଷ: ଆଜି ବୃଷରାଶି ଲୋକଙ୍କ ପାଇଁ ଏକ ଭଲ ଦିନ ହେବ । କାର୍ଯ୍ୟରତ ମାନେ କାର୍ଯ୍ୟରେ ବେତନ ବୃଦ୍ଧି ପାଇପାରନ୍ତି । କିଛି ଭଲ ଖବର ପାଇପାରନ୍ତି । ମନରେ ବହୁତ କ୍ରୋଧ ଆସିବ । ବିଦ୍ୟାର୍ଥି ମାନେ କେବଳ ଲକ୍ଷ୍ୟ ହାସଲ କରିବାକୁ କଠିନ ପରିଶ୍ରମ କଲେ ହିଁ ସଫଳତା ହାସଲ କରିବେ ।
ମିଥୁନ: ଆଜି ମିଥୁନ ରାଶି ଲୋକଙ୍କ ପାଇଁ ଏକ ଭଲ ଦିନ ହେବ । କଠିନ ପରିଶ୍ରମ କର, ତୁମେ ନିଶ୍ଚିତ ଭାବରେ ସଫଳତା ହାସଲ କରିବ । ମାନସିକ ଚାପର ସମ୍ମୁଖୀନ ହେବାକୁ ପଡିପାରେ । ଏହି ଚାପ ଆପଣଙ୍କ ମାନସିକ ଏକାଗ୍ରତାକୁ ବ୍ୟାକୁଳ କରିପାରେ ।
କର୍କଟ: ଆଜି କର୍କଟ ରାଶିର ଲୋକଙ୍କ ପାଇଁ ଏକ ଭଲ ଦିନ ହେବ । ଘରେ ଖୁସିର ବାତାବରଣ ସୃଷ୍ଟି କରିବ । ବ୍ୟବସାୟରେ ଲାଭ ପାଇ ପାରିବେ । ପାରିବାରିକ ଜୀବନରେ ଶାନ୍ତି ରହିବ । ବିପୁଳ ଆର୍ôଥକ ଲାଭ ପାଇପାରିବେ । ପରିବାରରେ କିଛି ସମସ୍ୟା ବିଷୟରେ କିଛି ବିବାଦ ହୋଇପାରେ, ଯେଉଁ କାରଣରୁ ଆପଣ ଚାପଗ୍ରସ୍ତ ରହିବେ ।
ସିଂହ: ଆଜି ସିଂହ ଲୋକଙ୍କ ପାଇଁ ଏକ ଭଲ ଦିନ ହେବ । ଆର୍ଥିକ ଲାଭବାନ ହେବେ କୈାଣସି ସ୍ଥାନକୁ ଭ୍ରମଣର ସୁଯୋଗ ରହିଛି । ମହିଳାମାନେ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଉଚିତ୍ । ସେମାନେ ଘର କାମରେ ବ୍ୟସ୍ତ ରହିବେ ।

କନ୍ୟା: ଆଜି କନ୍ୟା ରାଶିର ଲୋକଙ୍କ ପାଇଁ ଏକ ଭଲ ଦିନ ହେବ । କାର୍ଯ୍ୟରତ ଲୋକମାନଙ୍କ ପାଇଁ ଅତି ସହଜ ଦିନ ହେବ । ସହକର୍ମୀଙ୍କ ସାହାଯ୍ୟରେ ଅନେକ କାର୍ଯ୍ୟ ସମାପ୍ତ ହେବ । ବିଶେଷକରି ମହିଳାମାନଙ୍କ ପାଇଁ ଆଜି ବହୁତ ଭଲ ଦିନ ହେବ । ତୁମର ଦକ୍ଷତା ଏବଂ ପ୍ରତିଭା ଆଧାରରେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବାରେ ତୁମେ ସଫଳ ହେବ ।
ତୁଳା: ଆଜି ତୁଳା ରାଶିର ଲୋକଙ୍କ ପାଇଁ ଏକ ଭଲ ଦିନ ହେବ । କିଛି ବଡ ଲାଭ ପାଇପାରନ୍ତି । କଠିନ ପରିଶ୍ରମ କରିବାକୁ ପଡିବ ନାହିଁ । ଆପଣ ବ୍ୟବସାୟିକ କାର୍ଯ୍ୟକଳାପରେ ଭଲ ଲାଭ ଅର୍ଜନ କରିପାରିବେ । କିଛି ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିବ ।
ବିଛା: ଆଜି ବିଛା ରାଶିର ଲୋକଙ୍କ ପାଇଁ ପରିବର୍ତ୍ତନ ଆଣିପାରେ । ଯେଉଁଥିରେ ଆପଣ ମଧ୍ୟ ସଫଳ ହେବେ । ବ୍ୟବସାୟରେ ଲାଭ ପାଇବ । ପିତାମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନିଅନ୍ତୁ । ତାଙ୍କ ସ୍ୱାସ୍ଥ୍ୟରେ କିଛି ସମସ୍ୟା ହୋଇପାରେ ।
୨୭ ଅକ୍ଟୋବର ୨୦୨୩ (ଶୁକ୍ରବାର), ଜାଣନ୍ତୁ କିପରି ରହିବ ଆଜିର ଦିନ?

Advertisement

ଧନୁ : ଆଜି ଧନୁରାଶିର ଲୋକଙ୍କ ପାଇଁ ଏକ ଭଲ ଦିନ ହେବ । ଏକ ବିଶେଷ ସଦସ୍ୟଙ୍କ ବିବାହରେ ଯୋଗ ଦେଇ ପାରିବ । କୈାଣସି ଧାର୍ମକି ସ୍ଥାନକୁ ଭ୍ରମଣ କରିପାରିବ । ପରିବାରରେ ଶାନ୍ତି ବଜାୟ ରହିବ । ଟଙ୍କା ସମ୍ବନ୍ଧୀୟ ସମସ୍ୟା ହରବ ନାହିଁ ।
ମକର: ଆଜି ମକର ରାଶି ଲୋକଙ୍କ ପାଇଁ ଏକ ଭଲ ଦିନ ହେବ । ବ୍ୟବସାୟରେ ଲାଭ ପାଇବେ । ବ୍ୟବସାୟକୁ ଆଗକୁ ନେବା ପାଇଁ, ତୁମେ ତୁମର ସହକର୍ମୀଙ୍କଠାରୁ ବହୁତ ସମର୍ଥନ ପାଇବ, ଯେଉଁଥିପାଇଁ ତୁମେ ତୁମର ବ୍ୟବସାୟକୁ ଆଗକୁ ନେବାକୁ ସାହସ କରିପାରିବ । ପରିବାର ସଦସ୍ୟଙ୍କ ସହାୟତା ମିଳିବ ।
କୁମ୍ଭ: ଆଜି କୁମ୍ଭ ରାଶିର ଲୋକଙ୍କ ପାଇଁ ଟିକେ ଅଶାନ୍ତିର ଦିନ ହେବ । କିଛି ସମସ୍ୟା ହେତୁ ଆପଣ ଅଶାନ୍ତି ହୋଇପାରନ୍ତି । ସ୍ୱାସ୍ଥ୍ୟ ଖରାପ ରହିପାରେ । ପରିବାରରେ ସମ୍ପର୍କର ବନ୍ଧନକୁ ଟିକିଏ ଶକ୍ତିଶାଳୀ ରଖିବା ଉଚିତ୍ । ଜୀବନ ସାଥୀ ସହିତ ତୁମର ସମ୍ପର୍କ ବିଚ୍ଛିନ୍ନ ହୋଇପାରେ ।
ମୀନ: ଆଜି ମୀନ ରାଶିର ଲୋକଙ୍କ ପାଇଁ ଭଲ ଦିନ ହେବ । ଘରେ ଜଣେ ଅତିଥି ଆସିପାରନ୍ତି । ଯେଉଁଥିପାଇଁ ଆପଣ ବ୍ୟସ୍ତ ରହିବେ । କୈାଣସି ସ୍‌ଥନକୁ ଭ୍ରମଣର ସୁଯୋଗ ରହିଛି । ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ପରିବାର ସହିତ ଅଧିକ ସମୟ ବିତାଇ ପାରିବେ ।

Leave a Reply

Your email address will not be published. Required fields are marked *